‘ମୋ କଥା ମୋ କବିତା’

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ବହୁତ ଗୁଡିଏ ଗଳ୍ପ ଓ କବିତା ବିଭିନ୍ନ ପତ୍ର ପତ୍ରିକାରେ ନିୟମିତ ପ୍ରକାଶିତ ହେଉଛି ଏବଂ ଆଜି ବି ଲେଖିବା ଜାରୀ ରଖିଛି । ଅନେକ ଗୁଡିଏ ଲେଖା ଏବେବି ପାଣ୍ଡୁଲିପି ଅବସ୍ଥାରେ ରହିଛନ୍ତି। ସେହି ଲେଖା ଗୁଡିକୁ ଲୋକ ଲୋଚନକୁ ଆଣିବାର ଏହା ଏକ ପ୍ରୟାସ । ଆଶା କରୁଛି ମୋର ଗଳ୍ପ ଓ କବିତା ଗୁଡିକ ପାଠକ ମାନଙ୍କ ମନୋରଞ୍ଜନ କରି ପାରିବ ।

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s